Published 17 days ago • loading... • Updated 17 days ago
ନଦୀରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ମହିଳା ମୃତ
Summary
1 Articles
1 Articles
ନଦୀରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ମହିଳା ମୃତ
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସି ଗ୍ରାମରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ମହାନଦୀର ଶାଖା ‘ଗଳିଆ’ ନଦୀରେ କୁମ୍ଭୀର ଆକ୍ରମଣ ଶିକାର ହୋଇ ଜଣେ ୫୬ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ଖରିନାସି ଗ୍ରାମର ସ୍ୱର୍ଗତ ସମର ଦାସଙ୍କ ପତ୍ନୀ ହେମଲତା ଓରଫ ବିନ୍ଦୁ। ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ସମୟରେ ହେମଲତା ଗାଁ ନିକଟରେ ଥିବା ଚାଷ ଜମିକୁ ଯାଇଥିଲେ। ସେଠାରେ ଶୌଚ ହେବା ପାଇଁ ଗଳିଆ ନଦୀ ପାଖକୁ ଯାଇଥିବା ବେଳେ ପାଣିରେ ଲୁଚି ରହିଥିବା ଏକ କୁମ୍ଭୀର ହଠାତ୍ …
Coverage Details
Total News Sources1
Leaning Left0Leaning Right0Center0Last UpdatedNo sources with tracked biases.
Bias Distribution
- There is no tracked Bias information for the sources covering this story.
Factuality
To view factuality data please Upgrade to Premium







